Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ଜୁଆଣି from ଓଡ଼ିଆ dictionary with examples, synonyms and antonyms.

ଜୁଆଣି   ବିଶେଷ୍ୟ

Meaning : ଏକ ପ୍ରକାରର ସୁଗନ୍ଧିତ ମଞ୍ଜି ଯାହା ଔଷଧ ଏବଂ ମସଲା ରୂପରେ ବ୍ୟବହାଋ କରାଯାଏ

Example : ଜୁଆଣିକୁ ଅଧିକତର ଭାବେ ମସଲା ରୂପରେ ବ୍ୟବହାର କରାଯାଏ


Translation in other languages :

Seed of the celery plant used as seasoning.

celery seed

Meaning : ଗୋଟିଏ ଗଛ ଯାହାର ସୁଗନ୍ଧିତ ମଞ୍ଜି ମସଲା ଏବଂ ଔଷଧ କାମରେ ଲାଗେ

Example : ସେ ନିଜ ଘର ପଛରେ ଜୁଆଣି ଗଛ ଲଗାଇଛନ୍ତି

Synonyms : ଯୁଆଣି


Translation in other languages :

Any of several types of commercially grown celery having green stalks.

pascal celery, paschal celery