Meaning : ଯାହା ଭଙ୍ଗାରୁଜା ଅବସ୍ଥାରେ ଥାଏ
Example :
ଏହି ଜୀର୍ଣ୍ଣ ଐତିହାସିକ ଅଟ୍ଟାଳିକାର ମରାମତି ହେବା ଆବଶ୍ୟକ
Synonyms : ଜର୍ଜର, ଜୀର୍ଣ୍ଣଶୀର୍ଣ୍ଣ
Translation in other languages :
टूटा-फूटा हुआ।
इस जीर्ण ऐतिहासिक इमारत की मरम्मत करना आवश्यक है।In deplorable condition.
A street of bedraggled tenements.Meaning : ଯାହା ପୁରୁଣା ହୋଇଯିବା କାରଣରୁ କାମରେ ଲାଗେନାହିଁ
Example :
ଆମେ ପୁରୁଣା ଲୁଗାକୁ ତ୍ୟାଗକରି ନୂଆ ଲୁଗା ପିନ୍ଧିଲା ପରି ଆତ୍ମା ଜୀର୍ଣ୍ଣ ଶରୀର ତ୍ୟାଗକରି ନୂତନ ଶରୀର ଧାରଣ କରେ
Synonyms : ଜର୍ଜର
Translation in other languages :