Subscribe
URL of the page has been copied to clipboard.
Meaning : ଯେଉଁ ପ୍ରାଣୀଠାରେ ପ୍ରାଣ ଅଛି
Example : ସଜୀବମାନଙ୍କ ମଧ୍ୟରେ ବଞ୍ଚିବାପାଇଁ ସର୍ବଦା ପ୍ରତିଦ୍ୱନ୍ଦିତା ଲାଗିରହିଛି
Synonyms : ଚେତନ, ଜୀବନ୍ତ, ପ୍ରାଣବନ୍ତ, ସଜୀବ
Translation in other languages :हिन्दी English
वह प्राणी जो मरा न हो या जिसमें प्राण हो।
People who are still living.
Meaning : ଜୀବନଥିବା ବା ଯେଉଁଥିରେ ପ୍ରାଣ ଅଛି
Example : ଜୀବିତ ପ୍ରାଣୀର ଆନ୍ତରିକ ବୁଦ୍ଧି ଘଟେ
Synonyms : ସଜୀବ
जीता हुआ या जिसमें प्राण हो।
Possessing life.
Meaning : ଯେ ଜନ୍ମ ନେଇଛି
Example : ଜନ୍ମିତ ପ୍ରାଣୀର ମୃତ୍ୟୁ ନିଶ୍ଚିତ
Synonyms : ଜନ୍ମିତ, ଜାତ, ପ୍ରସୂତ, ସଂଜାତ, ସୃଷ୍ଟ
जो पैदा हुआ हो या जिसने जन्म लिया हो।
Brought into existence.
Install App