Meaning : ଜୀବନ ନିର୍ବାହପାଇଁ କରାଯାଉଥିବା କାମ
Example :
ସେ ଲୁଗା ବିକ୍ରି କରିବା ସହିତ ଅନ୍ୟ ଜୀବିକା ଗୋଟିଏ ମଧ୍ୟ ଆରମ୍ଭ କରିଛି
Synonyms : କାମଧନ୍ଦା, କାରବାର, ଧନ୍ଦା, ପେଶା, ବୃତ୍ତି, ବ୍ୟବସାୟ, ରୋଜଗାର
Translation in other languages :
The principal activity in your life that you do to earn money.
He's not in my line of business.Meaning : ଜୀବନର ନିର୍ବାହ
Example :
ଚାଷ ତାହାର ଜୀବିକାର ସାଧନ
Synonyms : ଜୀବନ ବୃତ୍ତି, ବୃତ୍ତି
Translation in other languages :
The act of sustaining life by food or providing a means of subsistence.
They were in want of sustenance.