Meaning : ମୃତ୍ୟୁ ବା ଅନ୍ତ କରିବାବାଲା
Example :
ସେ ମୃତ୍ୟୁକାରୀ ବିଷ ପିଇ ନିଜ ଜୀବନଲୀଳା ଶେଷ କଲା
Synonyms : ଅନ୍ତକାରୀ, ମୃତ୍ୟୁକାରୀ
Translation in other languages :
मृत्यु या अंत करनेवाला।
उसने मृत्युकारी ज़हर पीकर अपनी जीवन-लीला समाप्त कर ली।