Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ଜୀବନ ସାଥୀ from ଓଡ଼ିଆ dictionary with examples, synonyms and antonyms.

ଜୀବନ ସାଥୀ   ବିଶେଷ୍ୟ

Meaning : ବିବାହ କରୁଥିବା ଗ୍ୟକ୍ତି ସହିତ ବୈବାହିକ ବନ୍ଧନରେ ଯୋଡି ହେଉଥିବା ଦ୍ବିତୀୟ ବ୍ୟକ୍ତି

Example : ସମସ୍ତେ ଭଲ ଜୀବନ ସାଥୀ ଖୋଜୁ ଥାଆନ୍ତି

Synonyms : ପତି ବା ପତ୍ନୀ, ପାର୍ଟନର, ଯୋଡି, ସ୍ବାମୀ ବା ସ୍ତ୍ରୀ


Translation in other languages :

विवाह करने वाले व्यक्ति के साथ वैवाहिक बंधन में जुड़ने वाला दूसरा व्यक्ति।

सभी को अच्छे जीवनसाथी की तलाश रहती है।
जीवन साथी, जीवनसाथी, जोड़ीदार, पार्टनर

A person's partner in marriage.

better half, married person, mate, partner, spouse

Meaning : କାହାର ବିବାହିତା ସ୍ତ୍ରୀ

Example : ସେ ନିଜ ସ୍ତ୍ରୀକୁ ପ୍ରାଣ ଭରି ଭଲ ପାଉଛି

Synonyms : ଅର୍ଦ୍ଧାଙ୍ଗିନୀ, କଳତ୍ର, ଘରବାଲି, ଜୀବନ ସଙ୍ଗିନୀ, ଧରମ ପତ୍ନୀ, ଧର୍ମ ପତ୍ନୀ, ନାରୀ, ପତ୍ନୀ, ବାମାଙ୍ଗୀ, ବିବି, ବେଗମ, ଭାର୍ଯ୍ୟା, ମାଇପ, ରମଣୀ, ସହଗାମିନୀ, ସ୍ତ୍ରୀ


Translation in other languages :

A married woman. A man's partner in marriage.

married woman, wife