Meaning : ପ୍ରାଣୀମାନଙ୍କର ସେହି ଚେତନ ଶକ୍ତି ଯେଉଁଥିପାଇଁ ସେ ଜୀବିତ ରହନ୍ତି
Example :
ଶରୀରରୁ ପ୍ରାଣର ବର୍ହିଗମନ ହେଉଛି ମୃତ୍ୟୁ
Synonyms : ଜୀବ, ଜୀବନ, ପ୍ରାଣ, ପ୍ରାଣଶକ୍ତି
Translation in other languages :
The vital principle or animating force within living things.
spirit