Meaning : ଜୀବିତ ରହିବାର ଅବସ୍ଥା କିମ୍ବା ଭାବ
Example :
ଯେ ପର୍ଯ୍ୟନ୍ତ ଜୀବନ ଅଛି ସେ ପର୍ଯ୍ୟନ୍ତ ଆଶା ରହିଛି
Translation in other languages :
Meaning : ଜୀବନ ନିର୍ବାହ କରିବାର ବିଶେଷ ଶୈଳୀ
Example :
ନିର୍ବାଚନ ଆସିଲେ ନେତାମାନେ ନିଜନିଜ ରାଜନୈତିକ ଜୀବନରେ ସକ୍ରିୟ ହୋଇଯାନ୍ତି
Translation in other languages :
Meaning : ଜୀବିତ ରହିବାପାଇଁ ବାୟୁ, ଜଳ ଆଦି ଉପଲବ୍ଧି ହେଉଥିବା ଆବଶ୍ୟକ ପରିସ୍ଥିତି
Example :
ବୈଜ୍ଞାନିକମାନଙ୍କ ମତାନୁସାରେ ଚନ୍ଦ୍ରରେ ଜୀବନସତ୍ତା ନାହିଁ
Synonyms : ଜୀବନସତ୍ତା
Translation in other languages :
जीवित रहने के लिए वह आवश्यक परिस्थिति जिसमें हवा, पानी आदि की उपलब्धता हो।
वैज्ञानिकों के अनुसार चन्द्रमा पर जीवन नहीं है।The organic phenomenon that distinguishes living organisms from nonliving ones.
There is no life on the moon.Meaning : ପ୍ରାୟଃ ସର୍ବତ୍ର ଚଳମାନ ଏକ ତତ୍ତ୍ୱ ଯାହା ସାରା ପୃଥିବୀରେ ବ୍ୟାପ୍ତ ଏବଂ ଯେଉଁଥିରେ ପ୍ରାଣୀ ଶ୍ୱାସ ନେଇଥାନ୍ତି
Example :
ପବନ ଅଭାବରେ ଜୀବନ କଳ୍ପନା କରାଯାଇପାରିବ ନାହିଁ
Synonyms : ଅନିଳ, ପବନ, ପ୍ରାଣ, ବାୟୁ, ମରୁତ, ସମୀର
Translation in other languages :
प्रायः सर्वत्र चलता रहने वाला वह तत्व जो सारी पृथ्वी पर व्याप्त है और जिसमें प्राणी साँस लेते हैं।
हवा के अभाव में जीवन की कल्पना नहीं की जा सकती।Meaning : ପ୍ରାଣୀମାନଙ୍କର ସେହି ଚେତନ ଶକ୍ତି ଯେଉଁଥିପାଇଁ ସେ ଜୀବିତ ରହନ୍ତି
Example :
ଶରୀରରୁ ପ୍ରାଣର ବର୍ହିଗମନ ହେଉଛି ମୃତ୍ୟୁ
Synonyms : ଜୀବ, ଜୀବନ ଶକ୍ତି, ପ୍ରାଣ, ପ୍ରାଣଶକ୍ତି
Translation in other languages :
The vital principle or animating force within living things.
spiritMeaning : ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମୟ ଯାହାର ଗଣନା ଦିନ,ମାସ, ବର୍ଷଆଦିଦ୍ୱାରା ହୋଇଥାଏ
Example :
ମନୁଷ୍ୟର ହାରାହାରି ଆୟୁ ଷାଠିଏରୁ ସତୁରୀ ବର୍ଷ ତାଙ୍କର ଜୀବନ ଅନ୍ୟର ମଙ୍ଗଳରେ ହିଁ ବିତିଗଲା
Synonyms : ଆୟୁ, ଆୟୁ କାଳ, ଇହକାଳ, ଜୀବନକାଳ, ବୟସ
Translation in other languages :
जन्म से मृत्यु तक का समय जिसकी गणना दिनों, महीनों, वर्षों आदि में होती है।
मनुष्य की औसत आयु साठ से सत्तर वर्ष के बीच होती है।Meaning : ଜୀବିତ ପ୍ରାଣୀ
Example :
ପହଁରାଳୀଙ୍କ ଯୋଗୁଁ ବଢ଼ିରେ ବୁଡ଼ି ଯାଉଥିବା ଅନେକ ଜୀବନ ବଞ୍ଚିଗଲା
Synonyms : ପ୍ରାଣ
Translation in other languages :