Meaning : ସ୍ୱେଚ୍ଛାରେ ଗତି କରୁଥିବା ଜୀବ
Example :
ପୃଥିବୀରେ ଅନେକ ପ୍ରକାରର ଜୀବଜନ୍ତୁ ଦେଖାଯାନ୍ତି
Translation in other languages :
Meaning : ସଜୀବ ପ୍ରାଣୀ ବା ଯେଉଁଥିରେ ପ୍ରାଣ ଅଛି
Example :
ପୃଥିବୀ ଉପରେ ବିଭିନ୍ନ ପ୍ରକାର ଜୀବ ମିଳନ୍ତି
Translation in other languages :
Meaning : ସମସ୍ତ ଜୀବିତ ଜନ୍ତୁ ସମୁଦାୟର ବିଶେଷ ଅବଧି ବା କ୍ଷେତ୍ର
Example :
ସେ ଭାରତର ଜନ୍ତୁଙ୍କ ଉପରେ ଅଧ୍ୟୟନ କରୁଛି
Translation in other languages :
एक विशेष अवधि या क्षेत्र के सभी जीवित जंतु समुदाय।
वह भारत के जंतुओं का अध्ययन कर रहा है।Meaning : ପ୍ରାଣୀମାନଙ୍କର ସେହି ଚେତନ ଶକ୍ତି ଯେଉଁଥିପାଇଁ ସେ ଜୀବିତ ରହନ୍ତି
Example :
ଶରୀରରୁ ପ୍ରାଣର ବର୍ହିଗମନ ହେଉଛି ମୃତ୍ୟୁ
Synonyms : ଜୀବନ, ଜୀବନ ଶକ୍ତି, ପ୍ରାଣ, ପ୍ରାଣଶକ୍ତି
Translation in other languages :
The vital principle or animating force within living things.
spirit