Meaning : ଅଟକିଅଟକି ଚାଲିବା ବା ଚାଲୁଚାଲୁ ଅଟକି ଯାଉଥିବା
Example :
ଏହି ବଳଦ ମଠୁଆ, ଜମିରେ ହଳ କରିବା ସମୟରେ ବାରମ୍ବାର ଅଟକି ଯାଉଛି
Synonyms : ମଠୁଆ
Translation in other languages :
Tenaciously unwilling or marked by tenacious unwillingness to yield.
obstinate, stubborn, unregenerate