Meaning : ଯେଉଁ ଋତୁରେ ଥଣ୍ଡା ହୁଏ
Example :
ଶୀତ ଋତୁରେ ବର୍ଷା ହେଲେ ଶୀତ ଆହୁରି ବଢ଼ିଯାଏ
Synonyms : ଶୀତ ଋତୁ, ଶୀତକାଳ, ହିମକାଳ
Translation in other languages :
The coldest season of the year. In the northern hemisphere it extends from the winter solstice to the vernal equinox.
winter, wintertimeMeaning : ତାପମାନ ଖସିଲେ ଶରୀରରେ ହେଉଥିବା ସେ ଅନୁଭୂତି ଯେଉଁଥିରେ କପଡ଼ାଆଦି ଘୋଡ଼ିବା ବା ଖରା, ନିଆଁଆଦି ପୋଇଁବା ପାଇଁ ଇଚ୍ଛା ହୁଏ
Example :
ଆଜି ସକାଳୁ ମୋତେ ଥଣ୍ଡା ଲାଗୁଛି
Translation in other languages :