Meaning : ଜାହାଜର କର୍ମଚାରୀ
Example :
ଜାହାଜୀମାନେ ଯାତ୍ରୀଙ୍କୁ ସାହାଯ୍ୟ କଲେ
Synonyms : ଜାହାଜ-କର୍ମଚାରୀ
Translation in other languages :
Meaning : ଜାହାଜରେ ଯାତ୍ରା କରୁଥିବା ବ୍ୟକ୍ତି
Example :
ଜାହାଜୀ ଜାହାଜ ଉପରେ ଛିଡା ହୋଇ ଅଥଳ ସମୁଦ୍ରକୁ ଅନେଇ ଥିଲେ
Synonyms : ଜାହାଜ-ଯାତ୍ରୀ
Translation in other languages :
Meaning : ଜାହାଜ ସମ୍ବନ୍ଧୀୟ ବା ଜାହାଜର
Example :
ଜାହାଜୀ କାଉ ବୁଲିବୁଲି ପୁଣି ଜାହାଜ ଉପରକୁ ଆସେ
Translation in other languages :