Meaning : ଗୋଟିଏ ଚିରହରିତ୍ ଗଛର ଫଳ ଯାହା ବାଇଗଣୀ ବା କଳା ରଙ୍ଗର ହୋଇଥାଏ
Example :
ସେ ଜାମୁ ଖାଉଛି ମଧୁମେହ ରୋଗୀମାନେ ଜାମୁ ଖାଇବା ଆବଶ୍ୟକ
Synonyms : ଜାମୁକୋଳିଗଛ
Translation in other languages :
Meaning : ଗୋଟିଏ ଚିରହରିତ୍ ଗଛ ଯାହାର ଫଳ ବାଇଗଣୀ ବା କଳା ହୋଇଥାଏ
Example :
ତା ବଗିଚାରେ ପାଞ୍ଚୋଟି ଜାମୁ ଗଛ ଅଛି
Synonyms : ଜମ୍ବୁ, ଜମ୍ବୁକ, ଜାମୁକୋଳିଗଛ
Translation in other languages :
A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.
tree