Meaning : ବଂଶ-ପଂରମ୍ପରା ଅନୁସାରେ କରାଯାଇଥିବା ସମାଜର ବିଭାଗୀ କରଣ
Example :
ହିନ୍ଦୁମାନଙ୍କ ମଧ୍ୟରେ ନିଜ ଜାତିରେ ହିଁ ବିବାହ କରିବା ପ୍ରଥା ପ୍ରଚଳିତ
Synonyms : ବିରାଦରୀ
Translation in other languages :
(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).
jatiMeaning : କୌଣସି ଜାତିର ପୋଷା ଜନ୍ତୁଙ୍କର ଏକ ବିଶେଷ ପ୍ରଜାତି
Example :
ସେ ଗୋଟିଏ ଭଲ ଜାତିର କୁକୁର ପାଳିଛି
Synonyms : ପ୍ରଜାତି
Translation in other languages :
Meaning : ଜୀବବିଜ୍ଞାନରେ ସଜୀବମାନଙ୍କର ସବୁଠୁ ଉପର ସ୍ତରରେ କରାଯାଇଥିବା ବର୍ଗୀକରଣ
Example :
ଜୀବବିଜ୍ଞାନର ଛାତ୍ର ହେତୁ ମୁଁ ଜୀବମାନଙ୍କର ଜାତି ବିଷୟରେ ଭଲ ଭାବରେ ଜାଣିଛି
Synonyms : ସାମ୍ରାଜ୍ୟ
Translation in other languages :
Meaning : ଜୀବ ଜନ୍ତୁଙ୍କ ଧର୍ମ, ଆକୃତି ଇତ୍ୟାଦିର ସମାନତାକୁ ବିଚାରକରି କରାଯାଇଥିବା ବିଭାଗ
Example :
ଭାରତରେ ବିଭିନ୍ନ ପ୍ରକାରର ଆମ୍ବ ମିଳେ
Translation in other languages :
(biology) taxonomic group whose members can interbreed.
species