Subscribe
URL of the page has been copied to clipboard.
Meaning : ଜୀବନ ଧାରଣ କରିବା କ୍ରିୟା ବା ଭାବ
Example : କୃଷ୍ଣଙ୍କ ଜନ୍ମ ମଥୁରାରେ ହୋଇଥିଲା
Synonyms : ଆର୍ବିଭାବ, ଉତ୍ପତ୍ତି, ଜନ୍ମ
Translation in other languages :हिन्दी English
जीवन धारण करने की क्रिया या भाव।
The event of being born.
Meaning : ଯାହାର ଉତ୍ପତ୍ତି ହୋଇଛି ବା ଯାହା ଉତ୍ପନ୍ନ କରାଯାଇଛି
Example : ଭାରତରେ ଉତ୍ପନ୍ନ ଚା’ ଅଧିକମାତ୍ରାରେ ବିଦେଶକୁ ରପ୍ତାନୀ କରାଯାଇଥାଏ
Synonyms : ଉତ୍ପନ୍ନ, ଚାଷକରାଯାଇଥିବା, ସୃଷ୍ଟ
Translation in other languages :हिन्दी
जिसकी उत्पत्ति हुई हो या जो उगा हो।
Meaning : ଯେ ଜନ୍ମ ନେଇଛି
Example : ଜନ୍ମିତ ପ୍ରାଣୀର ମୃତ୍ୟୁ ନିଶ୍ଚିତ
Synonyms : ଜନ୍ମିତ, ଜୀବିତ, ପ୍ରସୂତ, ସଂଜାତ, ସୃଷ୍ଟ
जो पैदा हुआ हो या जिसने जन्म लिया हो।
Brought into existence.
Install App