Meaning : ଅନୁଭବ ବା ସମ୍ବେଦନା ଆଦିରେ ଜ୍ଞାନ ପ୍ରାପ୍ତ କରିବା
Example :
ପ୍ରସବ ବେଦନା ବାଞ୍ଝ କି ଜାଣେ
Synonyms : ବୁଝିବା
Translation in other languages :
Have firsthand knowledge of states, situations, emotions, or sensations.
I know the feeling!.Meaning : କୌଣସି ବ୍ୟକ୍ତି ବା ବସ୍ତୁକୁ ଦେଖିବା ମାତ୍ରେ ତାହା କିଏ ବା କଣ ବୋଲି ଜାଣିବା
Example :
ମୁଁ ତାଙ୍କୁ ଆଗରୁ ଚିହ୍ନିଥିଲି
Synonyms : ଚିହ୍ନିବା
Translation in other languages :
Meaning : ଅଭିଜ୍ଞ କିମ୍ବା ପରିଚିତ ହେବା
Example :
ସଂସାରରେ ଯେକୌଣସି ବ୍ୟକ୍ତି ସବୁ ବିଷୟ ଭଲ ଭାବରେ ଜାଣନ୍ତି ନାହିଁ ମୁଁ ଏବେ ଜାଣିଲି ଯେ ସେ ଲେଖାପଢ଼ା ଜାଣେନାହିଁ
Synonyms : ଅଭିଜ୍ଞ ହେବା, ଜ୍ଞାନ ହେବା, ପରିଚିତ ହେବା
Translation in other languages :
अभिज्ञ या परिचित होना।
मैंने अभी जाना कि वह पढ़ा-लिखा नहीं है।Meaning : କୌଣସି ବ୍ୟକ୍ତି, ବସ୍ତୁ ଆଦି ସହ ପୂର୍ବରୁ ପରିଚିତ ହେବା
Example :
ମୁଁ ତାକୁ ଗତ ଦଶ ବର୍ଷ ହେଲା ଜାଣିଛି
Synonyms : ଚିହ୍ନିବା
Translation in other languages :
Be familiar or acquainted with a person or an object.
She doesn't know this composer.Meaning : କୌଣସି ପ୍ରଣାଳୀ ବା ପ୍ରକ୍ରିୟାର ଅନୁସରଣ କରିବା ବା କୌଣସି ମାର୍ଗ ଆପଣେଇବା
Example :
ଏହି ଖବର ଆପଣଙ୍କଦ୍ୱାରା ଜାଣିଲି ସେ ଅନେକ ସମସ୍ୟା ଅଙ୍ଗେ ନିଭେଇଛି
Synonyms : ଅଙ୍ଗେ ନିଭେଇବା, ଅନୁଭବ କରିବା, ଉପଲବ୍ଧି କରିବା
Translation in other languages :
Meaning : କୌଣସି ଗୁଣକୁ ଦର୍ଶାଇବା ବା ଯେପରି କଲେ କାହାରି ମହତ୍ତ୍ୱ,ଗୁଣ ଆଦି ପ୍ରକାଶିତ ହୁଏ
Example :
ବେଶପୋଷାକରୁ ଯେ ମଣିଷକୁ ଚିହ୍ନିବା, ମୁଁ ଏକଥା ମାନିବିନାହିଁ
Synonyms : ଚିହ୍ନିବା
Translation in other languages :
* गुण दर्शाना या ऐसा करना कि किसी का महत्त्व, गुण आदि झलके।
मैं नहीं मानता कि कपड़े से आदमी की पहचान होती है।