Meaning : ଜାଗ୍ରତ ଅବସ୍ଥାରେ ନିଦ୍ରାରହିତ ରହିବା
Example :
ସେ କେତେ ଦିନରୁ ଜାଗି ରହୁଛି
Synonyms : ଉଜାଗର ହେବା, ଚେଇଁବା
Translation in other languages :
Be awake, be alert, be there.
wakeMeaning : ନିଦରୁ ଉଠିବା
Example :
ମୁଁ ଆଜି ସକାଳ ସାତଟାରେ ଉଠିଲି
Synonyms : ଆଖି ଖୋଲିବା, ଉଠିବା, ଶୋଇକି ଉଠିବା
Translation in other languages :