Meaning : କୌଣସି ଭାଗ ବା ଅଂଶ
Example :
ତାଙ୍କ ଶରୀରରେ ଅନେକ ସ୍ଥାନରେ କଳାଜାଇ ଅଛି ପକ୍ଷୀମାନଂକର ରାତ୍ରି ବିଶ୍ରାମପାଇଁ ବରଗଛ ଉପଯୁକ୍ତ ସ୍ଥାନ
Translation in other languages :
Meaning : ଯୋଗ୍ୟତା ଅନୁସାରେ କର୍ମଚାରୀ କିମ୍ବା କାର୍ଯ୍ୟକର୍ତ୍ତାର ନିଯୁକ୍ତି ସ୍ଥାନ
Example :
ଆପଣ ଏହି ସଂସ୍ଥାର କେଉଁ ପଦରେ ଅଛନ୍ତି ?
Translation in other languages :
Meaning : ଘର ଆଦି ତୋଳିବା ପାଇଁ ଉଦ୍ଦିଷ୍ଟ ଭୂମିର ସେହି ବିଶେଷ ଅଶଂ
Example :
ତାଙ୍କର ପଞ୍ଜାବରେ ଖଣ୍ଡେ ଭୂମି ଅଛି
Synonyms : କ୍ଷେତ୍ର, ପ୍ଳ୍ଟ୍, ଭୂମି
Translation in other languages :
Extensive landed property (especially in the country) retained by the owner for his own use.
The family owned a large estate on Long Island.