Meaning : ନିଆଁରେ କୌଣସି ବସ୍ତୁ ବା ପଦାର୍ଥକୁ ଜଳେଇବାରେ ପ୍ରବୃତ୍ତ କରିବା
Example :
ଖାଇବା ତିଆରି କରିବା ପାଇଁ ମାଳତୀ ଚୂଲି ଜଳେଇଲା
Synonyms : ଫୁଙ୍କିବା
Translation in other languages :
Meaning : କାହାର ମନରେ ସନ୍ତାପ,ଇର୍ଷା ଆଦି ଉତ୍ପନ୍ନ କରିବା
Example :
ବଡ଼ ଯା ନୂଆ ନୂଆ ଶାଢ଼ି ପିନ୍ଧି ତା ସାନ ଯାଆକୁ ଜଳଉଛି
Synonyms : ଇର୍ଷାନ୍ୱିତ କରାଇବା, ଚିଡ଼େଇବା
Translation in other languages :
किसी के मन में सन्ताप, ईर्ष्या आदि उत्पन्न करना।
जेठानी नये-नये कपड़े पहनकर अपनी देवरानी को जलाती है।