Meaning : ନିଆର ସଂସ୍ପର୍ଶରେ ଆସି ନଷ୍ଟ ବା ଖରାପ ହେବା
Example :
ଏହି ବହିର କିଛି ପୃଷ୍ଠା ନିଆଁରେ ଜଳିଯାଇଛି ବହୁତ ସମୟ ପର୍ଯ୍ୟନ୍ତ ନିଆଁ ଉପରେ ରହିବାରୁ ତରକାରୀ ପୋଡ଼ିଗଲା
Synonyms : ଦଗ୍ଧୀଭୂତ ହେବା, ଦହନ ହେବା, ପୋଡ଼ିଯିବା
Translation in other languages :
आग आदि के संपर्क के कारण नष्ट या खराब होना।
इस पुस्तक के कुछ पन्ने आग से जल गए हैं।Meaning : ଅଧିକ ଗରମ ବା ଜଳିବାହେତୁ କୌଣସି ଜିନିଷର ଉପର ଭାଗ ଶୁଖି ବା ଜଳି କଳା ପଡ଼ିଯିବା
Example :
ପ୍ରବଳ ଗରମରେ ଆମେ ଜଳିଗଲୁ
Synonyms : ସିଝିଯିବା
Translation in other languages :