Meaning : ଯେଉଁ ସ୍ଥାନରେ ଜଳୀୟ ବୃକ୍ଷ ତଥା ଜୀବମାନଙ୍କୁ ପାଳନ ପୋଷଣ କରାଯାଏ
Example :
ଜଳଶାଳାରେ ବିଭିନ୍ନ ପ୍ରକାରର ପ୍ରବାଳ, ଶୈବାଳ, ଓ ମାଛ ଆଦି ଜଳୀୟ ଜୀବ ଦେଖିବାକୁ ମିଳେ
Synonyms : ଜଳଶାଳା
Translation in other languages :
A tank or pool or bowl filled with water for keeping live fish and underwater animals.
aquarium, fish tank, marine museum