Subscribe
URL of the page has been copied to clipboard.
Meaning : ଚିତ୍ର ତିଆରିବା ପାଇଁ ରାସାୟନିକ ଦ୍ରବ୍ୟରେ ପ୍ରସ୍ତୁତ ହୋଇଥିବା ଭୂପୃଷ୍ଠର ଉପରିଭାଗ ବା ତଳ
Example : ଚିତ୍ରକାର ସବୁଜ ଭୂଇଁ ଉପରେ ଚିତ୍ର ଆଙ୍କୁଛନ୍ତି
Synonyms : ପୃଥିବୀ, ଭୂଇଁ, ଭୂପୃଷ୍ଠ, ମାଟି
Translation in other languages :हिन्दी
चित्र बनाने के लिए मसाले से तैयार की हुई सतह या तल।
Meaning : ଫସଲ ଉତ୍ପନ୍ନ କରିବା ନିମନ୍ତେ ହିଡ଼ଦ୍ୱାରା ଘେରା ହୋଇଥିବା ବୁଣା ଜାଗା ବା ଚାଷ ଜମି
Example : ଏହି ଖେତରେ ପ୍ରଚୁର ଫଳେ
Synonyms : ଖେତ, ଚକ
Translation in other languages :हिन्दी English
अनाज पैदा करने के लिए मेड़ों द्वारा घिरी हुई जोतने-बोने की जगह।
A piece of land cleared of trees and usually enclosed.
Meaning : ଭୂଭାଗର ଏକ ଅଂଶ
Example : ଗ୍ରାମୀଣ କ୍ଷେତରେ ଏବେବି ବିଜୁଳି ସମସ୍ୟା ଲାଗିରହିଛି
Synonyms : କ୍ଷେତ, କ୍ଷେତ୍ର, ଭୂଖଣ୍ଡ
जमीन का एक भाग।
A large indefinite location on the surface of the Earth.
Install App