Meaning : ଅଧିକାରୀ ଅଥବା ରାଜ୍ୟଦ୍ୱାରା ଦଣ୍ଡ ସ୍ୱରୂପ କୌଣସି ଅପରାଧୀର ସଂପତ୍ତି ହରଣ
Example :
ଲାଲାଜୀଙ୍କ ସବୁ ସମ୍ପତ୍ତି ଜବତ ହୋଇଛି
Synonyms : କୋରଖ
Translation in other languages :
Meaning : ମନୋଭାବ ଆଦିକୁ ନିୟନ୍ତ୍ରିତ ରଖିବାର ପ୍ରକ୍ରିୟା
Example :
ମା ସକାଳୁ ଗୁମ୍ ହୋଇ ବସିଥିଲେ ଆଉ ବାପା ଆସିବା ମାତ୍ରେ ଫାଟି ପଡ଼ିଲେ
Synonyms : ଗୁମ୍, ଦମନ, ନିସ୍ତବ୍ଧତା, ନିୟନ୍ତ୍ରଣ
Translation in other languages :
Meaning : ହଜି ଯାଇଥିବା, ଚୋରି ହୋଇଥିବା, ବା ନ ମିଳୁଥିବା ବସ୍ତୁ ଆଦିକୁ ଖୋଜି ବାହାର କରିବା
Example :
ପୋଲିସ ମୁଖିଆଙ୍କ ଘରୁ ଚୋରି ଜିନିଷ ଜବତ କଲା
Translation in other languages :
खोई हुई, चोरी गई या न मिलती हुई (वस्तु आदि) जो कहीं से ढूँढ़कर बाहर निकाली जाए।
मुखिया के घर से पुलिस ने चोरी का माल बरामद किया।