Meaning : ଗର୍ଭରୁ ପିଲା ପ୍ରସବ ହେବା
Example :
ସେ ସାତଟି ପିଲା ଜନ୍ମ କଲା କିନ୍ତୁ ଗୋଟିଏ ବି ସୁପାତ୍ର ହେଲା ନାହିଁ
Synonyms : ଉତ୍ପନ୍ନ କରିବା, ଜନ୍ମ ଦେବା, ପ୍ରସବ କରିବା
Translation in other languages :
Meaning : ପଶୁମାନଙ୍କ ଗର୍ଭରୁ ଛୁଆ ବାହାରିବା ବା ଉତ୍ପନ୍ନ କରିବା
Example :
ସକାଳୁ ସକାଳୁ ହିଁ ଗାଈଟି ଭଲ ବାଛୁରିଟିଏ ଜନ୍ମକରିଛି
Synonyms : ଜନ୍ମଦେବା, ବାଛୁରି ପକେଇଛି, ବେଇଛି
Translation in other languages :