Meaning : ଶୋଇଥିବା ଲୋକକୁ ଉଠେଇବାପାଇଁ ପ୍ରବୃତ୍ତ କରାଇବା
Example :
ମା ପ୍ରତିଦିନ ସକାଳୁ ରାହୁଳକୁ ଉଠାନ୍ତି
Synonyms : ଉଠେଇବା, ଜାଗ୍ରତକରିବା
Translation in other languages :
Meaning : ଅନ୍ୟ କାହାଦ୍ୱାରା ଜଗାଇବା କାମ କରାଇବା
Example :
ମାଆ ଭାଉଜଦ୍ୱାରା ଭାଇକୁ ଜଗାଉଛନ୍ତି
Translation in other languages :