Meaning : ଦାଗ, ମଇଳା ଆଦି ସଫା କରିବା
Example :
ମାଆ ଲୁଗାରେ ଲାଗିଥିବା ଦାଗ ଛଡ଼ାଉଛନ୍ତି
Synonyms : ସଫାକରିବା
Translation in other languages :
Make clean by removing dirt, filth, or unwanted substances from.
Clean the stove!.Meaning : ଅଭ୍ୟାସ ଆଦି ଦୂର କରିବା
Example :
ମୁଁ ମୋ ଝିଅକୁ ଆଙ୍ଗୁଠି ଚାଟିବା ଅଭ୍ୟାସକୁ ବଡ଼ କଷ୍ଟରେ ଛଡ଼ାଇଲି
Synonyms : କାଢ଼ିନେବା, ଦୂର କରାଇବା, ବନ୍ଦ କରାଇବା
Translation in other languages :
Meaning : ଉପର ବସ୍ତୁ ବା ବସ୍ତୁର ଉପରିଭାଗକୁ ଚାଞ୍ଛି ଅଲଗା କରିବା
Example :
ମାଆ କଡ଼େଇକୁ ଓଲଟାଇ ଚାଞ୍ଛୁଛନ୍ତି
Translation in other languages :