Meaning : ପ୍ରଥମ ଥର ଗର୍ଭ ଧାରଣ କରିବାପାଇଁ ଯୋଗ୍ୟ ଗାଈ ବା ମଇଁଷି
Example :
ରାମୁର ବାଛୁରୀ ଏବେ ଛଡ଼ା ହୋଇଗଲାଣି
Translation in other languages :
Meaning : ପ୍ରାୟ ତିନି ବର୍ଷର ମାଈ ବାଛୁରି
Example :
କୃଷକ ଜଣକ ଗୋଟିଏ ଛଡ଼ା ପାଳିଛି
Translation in other languages :