Meaning : ଛୋଟ ସିନ୍ଦୁକ
Example :
ସେଠଜୀ ଛୋଟ ସିନ୍ଦୁକରୁ ପଇସା ବାହାର କରି ମୋତେ ଦେଲେ
Synonyms : ଛୋଟ ବାକ୍ସ, ହାତ ବାକ୍ସ
Translation in other languages :
A storage compartment for clothes and valuables. Usually it has a lock.
cabinet, locker, storage locker