Meaning : ମନ୍ଦ ବା ଖରାପ ଭାଗ୍ୟ
Example :
ଏହା ଆପଣଙ୍କ ଦୁର୍ଭାଗ୍ୟ ଯେ ଆପଣଙ୍କ ଗୋଟିଏ ବୋଲି ପୁଅ ମଦୁଆ ହୋଇଗଲା
Synonyms : ଅଭାଗାପଣ, ଅଭାଗ୍ୟ, ଖରାପ ଭାଗ୍ୟ, ଦୁର୍ଭାଗ୍ୟ, ଭାଗ୍ୟହୀନତା, ମନ୍ଦଭାଗ୍ୟ
Translation in other languages :
An unfortunate state resulting from unfavorable outcomes.
bad luck, ill luck, misfortune, tough luck