Subscribe
URL of the page has been copied to clipboard.
Meaning : ଛୋଟ ନିହାଣ
Example : ବଢ଼େଇ ଛୋଟ ନିହାଣ ଧାର କରୁଛି
Translation in other languages :हिन्दी English
छोटा बसूला।
A small ax with a short handle used with one hand (usually to chop wood).
Meaning : ଏକ ପ୍ରକାରର ମୁନିଆଁ ହତିଆର
Example : ନିହାଣୀ ଦ୍ୱାରା ଛାଞ୍ଚର ଗାରଗୁଡିକ ମଧ୍ୟରେ ଜମିଥିବା ରଙ୍ଗକୁ ଚାଞ୍ଛି ସଫା କରାଯାଏ
Synonyms : ନିହାଣୀ
Translation in other languages :हिन्दी
एक प्रकार का नुकीला औजार।
Meaning : ସୂକ୍ଷ୍ମ ଭାବେ ଖନନ କରିବାପାଇଁ ବ୍ୟବହାର କରାଯାଉଥିବା ଏକ ପ୍ରକାରର ନିହାଣ
Example : ଛୋଟ_ନିହାଣର ମୁନ ଅର୍ଦ୍ଧଚନ୍ଦ୍ରାକାର ହୋଇଥାଏ
बारीक खुदाई करने की एक प्रकार की रुखानी।
Install App