Meaning : ଛୋଟ କପି କଳ
Example :
ଚାଷୀଟି ବିଲରେ ପାଣି ମଡ଼ାଇବାପାଇଁ କୂଅରୁ ଛୋଟ କପି କଳରେ ପାଣି ବାହାର କରୁଛି
Synonyms : ଛୋଟ ପମ୍ପ
Translation in other languages :
A wheel with buckets attached to its rim. Raises water from a stream or pond.
water wheel, waterwheel