Subscribe
URL of the page has been copied to clipboard.
Meaning : ଦୁଧକୁ ଫଟାଇ ତାହାର ପାଣି ବାହାର କଲାପରେ ଅବଶିଷ୍ଟ ରହିଯାଉଥିବା ଧଳା ଅଂଶ
Example : ଛେନାରୁ ବିଭିନ୍ନ ପ୍ରକାରର ମିଠାଇ ତଥା ତରକାରି ତିଆରି ହୁଏ
Synonyms : ପନୀର
Translation in other languages :हिन्दी English
दूध फाड़कर उसका पानी निकालने पर बचा हुआ सफेद अंश।
A solid food prepared from the pressed curd of milk.
Install App