Subscribe
URL of the page has been copied to clipboard.
Meaning : କାଟିବା ବା ଚିରିବାପାଇଁ ଏକ ଛୋଟ ହତିଆର
Example : ସୀତା ଛୁରୀରେ ପରିବା କାଟୁଛି
Synonyms : ଚାକୁ, ଛୁରିକା
Translation in other languages :हिन्दी English
काटने या चीरने आदि का एक छोटा औजार।
A weapon with a handle and blade with a sharp point.
Meaning : ଏକ ପ୍ରକାରର ସିଧା ଛୁରୀ
Example : ଝଗଡ଼ା କାରଣରୁ ଶ୍ୟାମ ପେଟରେ ରାମ ଛୁରା ଭୂଷି ଦେଲା
Synonyms : ଛୁରା
Translation in other languages :हिन्दी
एक प्रकार की सीधी छुरी।
Install App