Meaning : କାମ ବନ୍ଦ ହେବାର ସେହି ଦିନ, ଯେଉଁଦିନ ନିୟମିତ ରୂପରେ ଲୋକେ କାମରେ ଉପସ୍ଥିତ ରହନ୍ତି ନାହିଁ
Example :
ଭାରତ ସରକାର ରବିବାର ଦିନକୁ ଛୁଟି ଘୋଷିତ କରିଛନ୍ତି
Synonyms : ଅବକାଶ
Translation in other languages :
Meaning : କାମ କରିବା ସମୟର ସମାପ୍ତି
Example :
ଆଜି ସଂଧ୍ୟାରେ ଛୁଟିପରେ ମୁଁ ଆପଣଙ୍କୁ ଦେଖାକରିବି
Translation in other languages :
Meaning : କୌଣସି କାର୍ଯ୍ୟ ମଝିରେ ମିଳୁଥିବା ଅବସର
Example :
କାର୍ଯ୍ୟର ଅବସର ସମୟରେ ଶ୍ରମିକନେତା ଶ୍ରମିକମାନଙ୍କ ସହିତ ବିଚାର ବିମର୍ଶ କଲେ
Synonyms : କାର୍ଯ୍ୟ ଅବସର
Translation in other languages :
किसी कार्य के बीच में मिलनेवाला अंतराल।
कार्य अंतराल में श्रमिक नेता ने श्रमिकों से विचार-विमर्श किया।