Subscribe
URL of the page has been copied to clipboard.
Meaning : ଛିଟିକାଇବା କାମ ଅନ୍ୟ କାହାଦ୍ୱାରା କରାଇବା
Example : କୃଷକ ଖେତରେ ଔଷଧ ଛିଞ୍ଚାଉଛି
Synonyms : ଛିଞ୍ଚାଇବା, ଛିଟିକାଇବା, ଛିଟିକେଇବା, ଛିଡ଼ିକେଇବା, ସେଚନ କରାଇବା
Translation in other languages :हिन्दी
छिड़कने का काम दूसरे से कराना।
Meaning : ପାଣିକୁ ଛିଟିକାଇବା
Example : ଧୂଳି ନ ଉଡ଼ିବାପାଇଁ ମଙ୍ଗୁଳି ତାଙ୍କ ଦୁଆରମୁହଁ ଗଳିରେ ପାଣି ଛିଞ୍ଚୁଛି
Synonyms : ଛିଞ୍ଚିବା, ଛିଟିକାଇବା, ସିଞ୍ଚିବା, ସେଚନକରିବା
पानी का छिड़काव करना।
Install App