Meaning : ଏଣେତେଣେ
Example :
ପୋଲିସ ଲୁହବୁହା ଗ୍ୟାସ୍ ଛାଡ଼ିବାରୁ ଭିଡ଼ ଛିନ୍ଛତ୍ର ହୋଇଗଲା
Synonyms : ଅବ୍ୟବସ୍ଥିତ, ଛିନ୍ଛତ୍ର
Translation in other languages :
इधर-उधर।
पुलिस के आँसू गैस छोड़ते ही भीड़ तितर-बितर हो गई।Meaning : ଯାହା ଏଣେତେଣେ ବିଛେଇ ହୋଇଛି ବା ହୋଇଯାଇଛି
Example :
ଛିନଛତ୍ର ହୋଇଯାଇଥିବା ଭିଡ଼କୁ ପଂକ୍ତିବଦ୍ଧ ହେବାପାଇଁ କୁହାଗଲା
Synonyms : ଅସ୍ତବ୍ୟସ୍ତ, ଛିନ୍ନଛତ୍ର
Translation in other languages :
जो इधर-उधर फैला हुआ हो या हो गया हो।
तितर-बितर भीड़ को पंक्तिबद्ध होने के लिए कहा गया।