Subscribe
URL of the page has been copied to clipboard.
Meaning : ଛେଦ କରିବା କ୍ରିୟା
Example : ଗହଣା ପିନ୍ଧିବା ପାଇଁ ମହିଳାମାନେ ନାକ ଓ କାନ ଛେଦନ କରନ୍ତି
Synonyms : କଣା, ଛେଦନ, ଫୋଡ଼, ବେଧନ, ରନ୍ଧ୍ର
Translation in other languages :हिन्दी English
छेद करने की क्रिया।
Something that people do or cause to happen.
Meaning : କୌଣସି ଜିନିଷ ମଝିରେ ଥିବା ଖାଲି ଯାଗା
Example : ଜଳା ବାଟ ଦେଇ ସାପଟି ଘରେ ପ୍ରବେଶ କଲା
Synonyms : କଣା, ଜଳା, ନଳା, ଫୋଡ଼, ବିନ୍ଧ, ରନ୍ଧ୍ର
किसी चीज़ के बीच में खाली जगह।
An opening into or through something.
Install App