Meaning : କୌଣସି ଜିନିଷ ଉପରେ ଚୁର୍ଣ୍ଣଆଦି ଛିଞ୍ଚିବା
Example :
ଚିକିତ୍ସକ ଘାଆ ଉପରେ ଔଷଧ ଛିଞ୍ଚୁଛନ୍ତି
Translation in other languages :
Meaning : ପାଣିଆଦିର ଛିଟା ମାରିବା
Example :
କୃଷକ ଜମିରେ ଔଷଧ ଛିଞ୍ଚୁଛନ୍ତି
Translation in other languages :
Meaning : ଏପାଖ ସେପାଖ ଖେଳେଇବା
Example :
ଶିକାରୀ ଗଛ ତଳେ ଦାନା ବୁଣିଲେ
Synonyms : ଖେଳେଇବା, ବିକୀର୍ଣ୍ଣ କରିବା, ବୁଣିବା