Meaning : ଆଲୋକର ଆଗରେ ବା ପଛରେ ଥିବା ବେଳେ ପଛ ବା ଆଗରେ ପଡ଼ିଥିବା କୌଣସି ବସ୍ତୁ ଆକୃତିର ଅନୁରୂପ ଛାୟା
Example :
ପିଲାଟି ନିଜ ଛାଇ ଦେଖି ଖୁସି ହେଉଛି
Translation in other languages :
Shade within clear boundaries.
shadowMeaning : ଗୋଟିଏ ରାଗିଣୀ
Example :
ସଙ୍ଗୀତକାର ଛାୟା ବିଷୟରେ କହୁଥିଲେ
Translation in other languages :
Meaning : ସୂର୍ଯ୍ୟଦେବଙ୍କର ଜଣେ ପତ୍ନୀ
Example :
ସୂର୍ଯ୍ୟ ଏବଂ ଛାୟାଙ୍କର ପୁତ୍ର ଥିଲେ ଶନି ଦେବ
Translation in other languages :
सूर्यदेव की एक पत्नी।
शनिदेव सूर्य एवं छाया के पुत्र हैं।An imaginary being of myth or fable.
mythical beingMeaning : ଯେଉଁ ସ୍ଥାନରେ ଖରା ପଡ଼େନାହିଁ
Example :
ପଥିକ ଛାଇରେ ଆରାମ କରୁଅଛି
Synonyms : ଛାଇ
Translation in other languages :
Relative darkness caused by light rays being intercepted by an opaque body.
It is much cooler in the shade.