Subscribe
URL of the page has been copied to clipboard.
Meaning : କୌଣସି ଅଙ୍କିତ ଚିହ୍ନ ଆଦି ନ ରହିବା
Example : ସର୍ଫରେ ଲୁଗାର ଦାଗ ଛାଡ଼ି ଥାଏ
Synonyms : ସଫାହୋଇଯିବା
Translation in other languages :हिन्दी
किसी अंकित चिह्न आदि का न रहना।
Meaning : ରଙ୍ଗ, ଚମକ ଆଦି ଫିକା ପଡିବା
Example : ଗୋଟିଏ ଧୂଆଁରେ କନାର ରଙ୍ଗ ଉଡ଼ିଗଲା
Synonyms : ଉଡ଼ିଯିବା, ଚାଲିଯିବା, ଫିକା ପଡ଼ିବା
रंग, चमक आदि का धीमा पड़ जाना।
Install App