Meaning : ଲୁଗା, ଫୁଲଆଦିରେ ସଜା ଯାଇଥିବା ଛୋଟ ମଣ୍ଡପ
Example :
ଅତିଥିମାନଙ୍କ ଜଳଖିଆ ବ୍ୟବସ୍ଥା ମନ୍ଦିର ପାଖ ଚାନ୍ଦୁଆରେ କରାଯାଇଛି
Translation in other languages :
Meaning : ଦୁଆର ସାମନାରେ ବା ଛାତ ଉପରେ ଥିବା ଛାୟା ପ୍ରଦାନକାରୀ ସ୍ଥାନ
Example :
ସେ ମଣ୍ଡପରେ ବସି ବହି ପଢ଼ୁଛି
Translation in other languages :
A structure attached to the exterior of a building often forming a covered entrance.
porch