Meaning : ତରଳା ହୋଇଥିବା ଧାତୁଗୁଡ଼ିକୁ ଛାଞ୍ଚରେ ଢାଳି ବାସନ,ଗହଣା ଆଦି ପ୍ରସ୍ତୁତ କରୁଥିବା କାରିଗର
Example :
ଛାଞ୍ଚମିସ୍ତ୍ରୀ ବାସନ,ମୂର୍ତ୍ତି ଆଦି ଛାଞ୍ଚରେ ଢାଳୁଛି
Synonyms : ଛାଞ୍ଚକାରିଗର, ଛାଞ୍ଚବାଲା
Translation in other languages :
A worker who makes metal castings.
founder