Meaning : ଆଲୋକର ଆଗରେ ବା ପଛରେ ଥିବା ବେଳେ ପଛ ବା ଆଗରେ ପଡ଼ିଥିବା କୌଣସି ବସ୍ତୁ ଆକୃତିର ଅନୁରୂପ ଛାୟା
Example :
ପିଲାଟି ନିଜ ଛାଇ ଦେଖି ଖୁସି ହେଉଛି
Translation in other languages :
Shade within clear boundaries.
shadowMeaning : ଜଳ, ଦର୍ପଣଆଦିରେ ଦେଖାଯାଉଥିବା କୌଣସି ବସ୍ତୁର ଛାୟା
Example :
ଦେବର୍ଷି ନାରଦ ଜଳରେ ନିଜ ପ୍ରତିବିମ୍ବ ଦେଖିଲାରୁ ତାଙ୍କୁ ମାଙ୍କଡ ରୂପ ଦିଶିଲା
Synonyms : ପ୍ରତିବିମ୍ବ, ପ୍ରତିମାନ, ବିମ୍ବ
Translation in other languages :
Meaning : ଭୂତ-ପ୍ରେତ ଆଦିର ଖରାପ ପ୍ରଭାବ
Example :
ସରୋଜ ଉପରେ ପ୍ରେତ ସବାର ହୋଇଛି
Synonyms : ସବାର
Translation in other languages :
Meaning : ଯେଉଁ ସ୍ଥାନରେ ଖରା ପଡ଼େନାହିଁ
Example :
ପଥିକ ଛାଇରେ ଆରାମ କରୁଅଛି
Synonyms : ଛାୟା
Translation in other languages :
Relative darkness caused by light rays being intercepted by an opaque body.
It is much cooler in the shade.