Meaning : ନିଜ ପରିଚୟକୁ ଲୁଚାଇବାପାଇଁ ନିଜର ରୂପ ବଦଳାଇବା
Example :
ସୈନିକମାନେ ଶତ୍ରୁର ଅଞ୍ଚଳକୁ ଯିବା ପୂର୍ବରୁ ନିଜନିଜକୁ ଛଦ୍ମବେଶରେ ଲୁଚାଇଲେ
Synonyms : ଛଦ୍ମବେଶ ଧାରଣ କରିବା, ରୂପ ବଦଳାଇବା
Translation in other languages :
* अपनी पहचान को छिपाने के लिए अपना रूप बदलना।
सैनिकों ने शत्रुओं के क्षेत्र में जाने से पहले अपने आप को छद्मावरण से छिपाया।