Subscribe
URL of the page has been copied to clipboard.
Meaning : ହାତରେ ମଞ୍ଜିକୁ ଛିଞ୍ଚି ବା ଫିଙ୍ଗି ବୁଣିବା କାମ
Example : ବୁଣାପରେ କୃଷକ ମଇଦ୍ୱାରା ଜମିକୁ ସମତୁଲ କରୁଛି
Synonyms : ବୁଣା
Translation in other languages :हिन्दी
हाथ द्वारा बीज को छितराकर या फेंककर की जाने वाली बुआई।
Meaning : କୌଣସି ବସ୍ତୁଆଦିର ଗୁଣଧର୍ମର ଅଂଶ
Example : ମଧ୍ୟପ୍ରଦେଶର ସାଗର ଖେଳ ପରିସରରେ ରବିବାର ଦିନ ବିଭିନ୍ନ ପ୍ରଦେଶର ଲୋକକଳାର ଝଲକ ଦେଖିବାକୁ ମିଳେ
Synonyms : ଝଲକ
Translation in other languages :हिन्दी English
किसी वस्तु आदि के गुणधर्म का अंश।
A brief or incomplete view.
Install App