Meaning : କେଉଁଠାକୁ ଯିବାପାଇଁ କୌଣସି ଜିନିଷ, ପଶୁ,ଆରୋହୀଆଦି ଉପରେ ବସିବା ବା ଅବସ୍ଥାନ କରିବା
Example :
ରଜତ ବସ୍ରେ ଚଢ଼ିଲା
Synonyms : ଅବସ୍ଥାନ କରିବା, ଆରୋହଣ କରିବା, ଆସୀନ ହେବା, ବସିବା
Translation in other languages :
कहीं जाने के लिए किसी चीज, जानवर, सवारी आदि के ऊपर बैठना या स्थित होना।
रजत बस पर चढ़ा।Meaning : ଖରାପ ପ୍ରଭାବ ପଡ଼ିବା
Example :
ସାପ କାମୁଡ଼ିବାରୁ ସର୍ବାଙ୍ଗ ଶରୀରରେ ବିଷ ଚଢ଼ି ଯାଇଛି
Translation in other languages :
Meaning : ତଳୁ ଉପର ଆଡ଼କୁ ଯିବା
Example :
ଜେଜେମା ଏବେ ବି ଭାରିଫୁର୍ତ୍ତିରେ ସିଡ଼ି ଚଢ଼ୁଛନ୍ତି
Synonyms : ଆରୋହଣ କରିବା, ଉଠିବା
Translation in other languages :
Meaning : ଗୋଟିଏ ଜିନିଷ ଉପରେ ଆଉ ଗୋଟିଏ ଜିନିଷ ଥୋଇବା ବା ଲଗେଇବା
Example :
ହଳଦିଆ ରଙ୍ଗ ଉପରେ ନାଲି ରଙ୍ଗ ଚଢ଼ିଯାଇଛି
Synonyms : ଲାଗିବା
Translation in other languages :
Meaning : ସ୍ୱର ତୀବ୍ର ହେବା
Example :
ଗାୟିକାଙ୍କ ସ୍ୱର ବହୁତ ଉପରକୁ ଉଠେ
Synonyms : ଉପରକୁ ଉଠିବା
Translation in other languages :