Meaning : ଜଙ୍ଘରୁ ଆଣ୍ଠୁ ପର୍ଯ୍ୟନ୍ତ ପିନ୍ଧାଯାଉଥିବା ଏକ ପ୍ରକାର ପୋଷାକ
Example :
ଶ୍ୟାମ ଘରୁ ବାହାରକୁ ଯିବା ସମୟରେ ଜଙ୍ଘିଆ ଉପରେ ଲୁଙ୍ଗି ପିନ୍ଧିଲା
Synonyms : ଜଙ୍ଘିଆ
Translation in other languages :
Meaning : ଯେଉଁ ବସ୍ତ୍ର ପେଣ୍ଟ ଆଦି ତଳେ ପିନ୍ଧାଯାଏ
Example :
ମୋ ଚଡ଼ି ଚିରିଯାଇଛି
Synonyms : ଅଣ୍ଡର ୱେୟର, କାଛିଆ, ଜଙ୍ଘିଆ
Translation in other languages :