Subscribe
URL of the page has been copied to clipboard.
Meaning : ଝଂଣ୍ ଶବ୍ଦ ସହିତ ଭାଙ୍ଗିବା ବା ଫାଟିବା କ୍ରିୟା
Example : ଅତ୍ୟଧିକ ତାପ କାରଣରୁ କାଚ ଚଡ଼କିବା ସମ୍ଭବ
Synonyms : ଚଡ଼କିବା
Translation in other languages :हिन्दी English
तड़ या चट शब्द सहित टूटने या फटने की क्रिया।
The act of cracking something.
Meaning : ଅକସ୍ମାତ ହେଉଥିବା କୌଣସି ବଡ଼ ଅନର୍ଥ ବା ଅନିଷ୍ଟ କାର୍ଯ୍ୟ
Example : ଶ୍ରବଣର ମୃତ୍ୟୁ ଖବର ଶୁଣିବା କ୍ଷଣି ଅନ୍ଧ ପିତାମାତାଙ୍କ ଉପରେ ବଜ୍ରାଘାତ ହେଲା
Synonyms : ବଜ୍ର, ବଜ୍ରପାତ, ବଜ୍ରାଘାତ
Translation in other languages :हिन्दी
सहसा होनेवाला कोई बहुत बड़ा अनर्थ या अनिष्ट।
Install App