Meaning : ଦୁଇଟି ହାତୀର ଲଢ଼ାଇ
Example :
ମେଳାରେ ଚୌଦାନ୍ତ ଦେଖିବାପାଇଁ ଭିଡ଼ ଜମାଟ ବାନ୍ଧୁଥିଲା
Translation in other languages :
Meaning : (ଦୁଇଟି ହାତୀ) ଯାହାଙ୍କ ଦାନ୍ତ ଲଢ଼େଇପାଇଁ ସାମନାକୁ ଆସି ପରସ୍ପର ଲାଗିଯାଇଛି
Example :
ଜଙ୍ଗଲରେ ଚୌଦାନ୍ତ ହାତୀ ପରସ୍ପରକୁ ଠେଲିବାପାଇଁ ଚେଷ୍ଟା କରୁଥିଲେ
Synonyms : ଚଉଦାନ୍ତ
Translation in other languages :
(दो हाथी) जिनके दाँत लड़ने के लिए आपस में आमने-सामने आकर मिल गये हों।
जंगल में चौदाँत हाथी एक-दूसरे को ठेलने की कोशिश कर रहे थे।