Meaning : କୌଣସି ବିଦ୍ୟାକୁ ଗୁପ୍ତ ଭାବରେ ପ୍ରାପ୍ତ କରିନେବା
Example :
ସେ ଇଂରେଜୀ ଗୀତର ସ୍ୱରକୁ ଚୋରାଇଲା
Translation in other languages :
Meaning : ଚୋରି କରିବାପାଇଁ ପ୍ରବୃତ୍ତ କରିବା
Example :
ଜଗୁଆଳି କାରଖାନାର ଜିନିଷ ଚୋରାଇଲା
Synonyms : ଅପହୃତ କରିବା, ଚୋରିକରିବା, ହରଣ କରିବା
Translation in other languages :